This browser does not support the video element.
ସୁନ୍ଦରଗଡ ସହର: ସୁନ୍ଦରଗଡ ସଂସ୍କୃତି ଭବନ ପରିସରରେ ସ୍ୱାୟତ୍ତ ଶାସନ ଦିବସ ଅବସରରେ ସାଂସ୍କୃତିକ ସନ୍ଧ୍ୟା, ଯୋଗ ଦେଲେ ସାଂସଦ ଜୁଏଲ ଓରାମ, ବିଧାୟକ ଯୋଗେଶ ସିଂ
Sundargarh Town, Sundargarh | Aug 31, 2025
ଆଜି ଅଗଷ୍ଟ 31 ତାରିଖ ସାରା ରାଜ୍ୟ ଆଜି ସ୍ୱାୟତ୍ତ ଶାସନ ଦିବସ ପାଳୁଛି। ଏହି ଅବସରରେ ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ଏହାକୁ ଅଧିକ ଲୋକାଭିମୁଖୀ କରିବା ନେଇ ପ୍ରଶାସନ ଆରମ୍ଭ କରିଛି ସାଂସ୍କୃତିକ କାର୍ଯ୍ୟକ୍ରମ। ଏହି କ୍ରମରେ ଆଜି ସଂଧ୍ୟା 7 ଟାରେ ସୁନ୍ଦରଗଡ଼ ପୌରପାଳିକାର ଏହି ରଙ୍ଗୀନ କାର୍ଯକ୍ରମ ସୁନ୍ଦରଗଡ଼ ସଂସ୍କୃତ ଭବନ ପରିସରରେ ଆରମ୍ଭ ହୋଇଛି। କାର୍ଯ୍ୟକ୍ରମକୁ ସୁଦୂର ପ୍ରସାରି କରିବା, ଉପଭୋଗ କରିବା ଓ ଏକ ଭାଇ ଚାରାର ବାତାବରଣ ସୃଷ୍ଟି କରିବା ନେଇ ଗୋଟିଏ ମଞ୍ଚରେ ଉପସ୍ଥିତ ହୋଇଛନ୍ତି ନେତା, ପ୍ରଶାସନିକ ଅଧିକାରୀ, ପୌର ପରିଷଦ। ତେବେ କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓ