Download Now Banner

This browser does not support the video element.

ନବରଙ୍ଗପୁର ପୋଲିସ ଷ୍ଟେସନ: ତେନ୍ତୁଳୀଖୁଣ୍ଟି ବ୍ଲକ ଅଞ୍ଚଳଗୁମ୍ମା ଗ୍ରାମରେ ଗଣେଶ ପୂଜାରେ ଯୋଗଦେଲେ ନବରଙ୍ଗପୁର ବିଧାୟକ

Nabarangapur PS, Nabarangpur | Sep 2, 2025
ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ଅଞ୍ଚଳଗୁମ୍ମା ଗ୍ରାମରେ  ଗଣେଶ ପୂଜାରେ ଯୋଗଦେଲେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ। ମଙ୍ଗଳବାର ରାତି ୮ଟା ସମୟରେ ଯୋଗଦେଇ ଅଗ୍ରପୂଜ୍ୟ ଗଣେଶ ପ୍ରଭୁଙ୍କ ଦର୍ଶନ କରି ପ୍ରସାଦ ସେବନ କରିଥିଲେ । ପୂଜା କମିଟି ଦ୍ୱାରା ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେଇ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନା ଉପରେ ଆଲୋକପାତ କରିଥିଲେ ବିଧାୟକ ।
Read More News
T & CPrivacy PolicyContact Us