Install App
sukindakhabar
This browser does not support the video element.
ସୁକିନ୍ଦା: ଖଣିରେ ବ୍ଲାଷ୍ଟିଙ୍ଗକୁ ନେଇ ଉତ୍ତେଜନା ସୁଷ୍ଟି ,ସାରୁଆବିଲି ଟାଟା କ୍ରୋମାଇଟ ଖଣି ମୂଖ୍ୟ ଫାଟକ ସାମ୍ନାରେ #jansamasya
Sukinda, Jajpur | Sep 8, 2025
ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ କାଳିଆପାଣି ଖଣି ଉପତ୍ୟକାରେ ଥିବା ଟାଟା କମ୍ପାନୀ ଦ୍ୱାରା ପରିଚାଳିତ ସାରୁଆବିଲି କ୍ରୋମାଇଟ ଖଣି ଏବଂ କମର୍ଦା କ୍ରୋମାଇଟ ଖଣିରେ ବେଆଇନ ଭାବେ ବ୍ଲାଷ୍ଟିଂ ହୋଉଥିବାରୁ ଲୋକ ଲଙ୍କର ଘର ଭାଙ୍ଗିଯାଉଥିବା ବେଳେ ଅଧିକାଂଶ ସମୟ ରେ ଗୃହପାଳିତ ପଶୁ ମାନଙ୍କର ମଧ୍ୟ ମୂର୍ତ୍ୱ୍ୟୁ ଘଟୁଥୁବା ଗଣ ମାଧ୍ୟମରେ ଅଭିଯୋଗ କରି ଧାରଣାରେ ବସିଲେ ଗ୍ରାମବାସୀ
Share
Read More News
T & C
Privacy Policy
Contact Us
Your browser does not support JavaScript!