This browser does not support the video element.
ତଲସରା: ବାଲିଶଙ୍କରା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ସମିତି ବୈଠକ ଅନୁଷ୍ଠିତ
Talasara, Sundargarh | Sep 10, 2025
ସୁନ୍ଦରଗଡ଼ ଜିଲ୍ଲାର ତଲସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଲିଶଙ୍କରା ବ୍ଳକ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଆଜି ସମିତି ବୈଠକ ବିଡ଼ିଓ ଜ୍ୟୋତିର୍ମୟୀ ପ୍ରଧାନ ଙ୍କର ସଭାପତିତ୍ବରେ ରେ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ବାଲିଶଙ୍କରା ବ୍ଳକ ଅଧ୍ୟକ୍ଷା କୁଞ୍ଜ ଲତା ଭିତ୍ରୀଆ, ଜିଲ୍ଲା ପରିଷଦ ସଭ୍ୟା ଜୟନ୍ତୀ ଏକ୍ଳା, ଉପାଧ୍ୟକ୍ଷ ପିତାମ୍ବର ଶେଖର ଦେଓ, ତହସିଲଦାର କୁନ୍ତୀ ପ୍ରଧାନ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।ଏହି ବୈଠକରେ ବ୍ଳକ ର ୧୯ ଗୋଟି ଗ୍ରାମ ପଞ୍ଚାୟତର ଜନ ପ୍ରତିନିଧି ମାନେ ଅଂଶଗ୍ରହଣ କରିଥିଲେ।