Download Now Banner

This browser does not support the video element.

ମାଲକାନଗିରି: ଯୋଡାଆମ୍ବ ଠାରେ ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ଵାରା ପରିଚାଳିତ ବିଭିନ୍ନ କାର୍ଯ୍ୟକ୍ରମ ବୁଲି ଦେଖିଲେ ମାଲକାନଗିରି ଜିଲ୍ଲାପାଳ

Malkangiri, Malkangiri | Aug 25, 2025
ମାଲକାନଗିରି ଜିଲ୍ଲାପାଳ ସୋମବାର ଅପରାହ୍ନରେ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳର ଯୋଡାଆମ୍ବ ଗସ୍ତ କରିଥିଲେ। ସେଠାରେ ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ଵାରା ପରିଚାଳିତଟେଲରିଙ୍ଗ କେନ୍ଦ୍ର, କାଗଜ ପ୍ଲେଟ ତିଆରି ୟୁନିଟ୍ ବୁଲି ଦେଖିବା ସହ ମାଁ ମାନଙ୍କର କିଭଳି ଆର୍ଥିକ ଉନ୍ନତି ହେଇପାରିବ ସେ ନେଇ ଆଲୋଚନା କରିଥିଲେ।ସେହି ଅଞ୍ଚଳରେ ଚଳିତ ବର୍ଷ ବର୍ଷାରେ ଧୋଇ ହେଇଯାଇଥିବା ରାସ୍ତା ଗୁଡ଼ିକୁ ତୁରନ୍ତ ମରାମତି କରିବା ପାଇଁ ଆରଡି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।
Read More News
T & CPrivacy PolicyContact Us