Install App
aarohipatra4
This browser does not support the video element.
ନବରଙ୍ଗପୁର ପୋଲିସ ଷ୍ଟେସନ: ଆସନ୍ତା 14 ତାରିଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ଆଶାକର୍ମୀ, ଭାରତୀୟ ମଜଦୁର ସଙ୍ଘ କାର୍ଯ୍ୟାଳୟରେ ଆୟୋଜିତ ବୈଠକରେ ହେଲା ନିଷ୍ପତ୍ତି
Nabarangapur PS, Nabarangpur | Oct 9, 2025
ଆସନ୍ତା 14 ତାରିଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ଆଶାକର୍ମୀ, ଭାରତୀୟ ମଜଦୁର ସଙ୍ଘ କାର୍ଯ୍ୟାଳୟରେ ଆୟୋଜିତ ବୈଠକରେ ହେଲା ନିଷ୍ପତ୍ତି ଚିକିତ୍ସା ଅବହେଳାରୁ ଉମରକୋଟର ଆଶାକର୍ମୀଙ୍କ ମୃତ୍ୟୁ ଘଟଣାକୁ ଦୀର୍ଘ ଏକ ମାସ ବିତିଯାଇଥିଲେ ମଧ୍ଯ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଆଶା କର୍ମୀ ସଂଘ ବହୁବାର ଅଭିଯୋଗ କରିବା ପରେ ବିଭାଗ ନୀରବ ରହିଛି । ଏଥି ପାଇଁ ଆସନ୍ତା ୧୪ରୁ ଅନିଦ୍ଧିଷ୍ଠ କାଳଯାଏଁ କାର୍ଯ୍ୟବନ୍ଦ ଆନ୍ଦୋଳନର ଡାକରା ଦେଇ ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ଅନଶନରେ ବସିବେ ଚେତାବନୀ ଦିଆଯାଇଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!