Download Now Banner

This browser does not support the video element.

ଯାଜପୁର: ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଜୋକଡ଼ିଆ ସ୍ଥିତ ଖରସ୍ରୋତା ନଦୀରେ ବଢିଲା ଜଳସ୍ତର, ନଦୀକୁଳିଆ ଲୋକେ ଭୟଭୀତ

Jajapur, Jajpur | Aug 23, 2025
ଜିଲ୍ଲାରେ ଲଗାଣ ବର୍ଷା ଯୋଗୁ ଜୋକଡିଆ ସ୍ଥିତ ଖରସ୍ରୋତା ନଦୀର ବଢିଲା ଜଳସ୍ତର,ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ନଦୀକୁଳିଆ ଲୋକେ ଭୟଭୀତ l ଗତ 3 ଦିନ ହେବ ଜିଲ୍ଲାରେ ଲଗାଣ ବର୍ଷା ଲାଗି ରହିଛି l ଫଳରେ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଉଛି l ସେପଟେ ଆଜି ଖରସ୍ରୋତା ନଦୀର ଜଳସ୍ତର ବୃଦ୍ଧି ପାଉଥୁବା ଦେଖିବାକୁ ମିଳିଛି l ତେବେ ଖରସ୍ରୋତା ନଦୀର ଜଳସ୍ତର ବୃଦ୍ଧି ପାଉଥୁବାରୁ ନଦୀ ଭିତରକୁ ନଯିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି
Read More News
T & CPrivacy PolicyContact Us