Download Now Banner

This browser does not support the video element.

ନୂଆପଡା: ନୂଆପଡାରେ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ ପରେ ସଂଗଠନ ସୃଜନ ପର୍ଯ୍ୟବେକ୍ଷକଙ୍କ ପ୍ରତିକ୍ରିୟା।

Nuapada, Nuapada | Sep 2, 2025
ତୃଣମୂଳ ସ୍ତରରେ କଂଗ୍ରେସ ତାର ସଂଗଠନକୁ ମଜଭୁତ କରିବା ପାଇଁ 'ସଂଗଠନ ସୃଜନ' କାର୍ଯ୍ୟକ୍ରମ ଆରମ୍ଭ କରିଛି। ଏକା ସାଙ୍ଗରେ ଓଡିଶା ,ଝାରଖଣ୍ଡ,ଉତ୍ତରାଖଣ୍ଡ ଏବଂ ପଞ୍ଜାଵରେ ଏହି କାର୍ଯ୍ୟକ୍ରମ ଚାଲୁଥିବା ବେଲେ ଏହି କାର୍ଯ୍ୟକ୍ରମ ପାଇଁ ମନୋଜ ଚୌହାନ, ସତ୍ୟଜିତ ଗମାଙ୍ଗୋ, ମୁରଲୀଧର ନାୟକ ଏବଂ ଟଙ୍କଧର ସାହୁଙ୍କୁ ନୂଆପଡ଼ା ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବରେ ନିୟୋଜିତ କରାଯାଇଛି। ଆଜି ଦିନ ଦୁଇଟା ସମୟରେ ପର୍ଯ୍ୟବେକ୍ଷକ ମନୋଜ ଚୌହାନ ନିଜର ପ୍ରତିକ୍ରିୟା ରଖିଛନ୍ତି।
Read More News
T & CPrivacy PolicyContact Us