Download Now Banner

This browser does not support the video element.

ବଡସାହି: ଶାରଦୀୟ ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି ବୈଶିଙ୍ଗାଥାନା ଅଭ୍ୟର୍ଥନା ଗୃହରେ ଶାନ୍ତିକମିଟି ବୈଠକ ଅନୁଷ୍ଠିତ, ଯୋଗଦେଲେ ବିଡ଼ିଓ ଏବଂ ଅଧିକାରୀ

Barsahi, Mayurbhanj | Sep 11, 2025
ବୈଶିଙ୍ଗା ଥାନା ପରିସରସ୍ଥ ଅଭ୍ୟର୍ଥନା ଗୃହରେ ବିଭିନ୍ନ ପୂଜା କମିଟିର କାର୍ଯ୍ୟକର୍ତ୍ତା ଏବଂ ସଦସ୍ୟ ମାନଙ୍କୁ ନେଇ ଗୁରୁବାର ଅପରାହ୍ନ ସାଢେ ପାଞ୍ଚଟାରେ ଶାନ୍ତିକମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି l ବୈଶିଙ୍ଗା ଥାନା ଅଧିକାରୀ ବାରିଣୀ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୂଖ୍ୟଅତିଥି ଭାବେ ତହସିଲଦାର ଦାୟୀତ୍ୱରେ ଥିବା ବେତନଟୀ ବିଡ଼ିଓ ସୁଶାନ୍ତ କୁମାର ସୁତାର ଯୋଗ ଦେଇଥିଲେ l
Read More News
T & CPrivacy PolicyContact Us