Download Now Banner

This browser does not support the video element.

ଭଦ୍ରକ ଗ୍ରାମାଞ୍ଚଳ: ଉତ୍ତରବାହିନୀ ଠାରେ ଗଣେଶ ପୂଜା ଉତ୍ସବ ରେ ଯୋଗଦେଲେ ସଦର ବିଧାୟକ

Bhadrak Rural, Bhadrak | Aug 31, 2025
ଗଣେଶ ପୂଜା ଉତ୍ସବ ରେ ଯୋଗଦେଲେ ସଦର ବିଧାୟକ। ଆଜି ଭଦ୍ରକ ପୌରପାଳିକା ଅନ୍ତର୍ଗତ ୱାର୍ଡ୍ ନମ୍ବର ୩୦ ର ଉତ୍ତରବାହିନୀ ଗ୍ରାମରେ ଆୟୋଜିତ ଗଣେଶ ପୂଜା ଉତ୍ସବରେ ଯୋଗଦେଲେ ସଦର ବିଧାୟକ ଶିତାଂସୁ ମହାପାତ୍ର। ତେବେ ଯୋଗଦେଇ ଅଂଚଳ ବସୀ ଙ୍କ ସୁଖ ଓ ସମୃଦ୍ଧି କାମନା କରିଥିବା ଦେଖିବାକୁ ମିଳିଛି। ତେବେ ପ୍ରଭୂ ଗଣେଶ ଙ୍କ ବିଭିନ୍ନ ସ୍ଥାନରେ ପୂଜା ଉତ୍ସବ ପାଳନ ହେଉଥିବା ବେଳେ ଆଜି ବିଧାୟକ ଉତ୍ତର ବାହିନୀ ଠାରେ ପହଞ୍ଚି ପ୍ରଭୂ ଙ୍କ କୃପା ଲାଭ କରିଥିବା ଦେଖିବାକୁ ମିଳିଛି।
Read More News
T & CPrivacy PolicyContact Us