Download Now Banner

This browser does not support the video element.

କଟକ ପୌରାଞ୍ଚଳ: କନ୍ତୋଲ ହାଟସାହିରୁ କିପରି ଗୋ ମାଫିଆକୁ ପୋଲିସ ଗିରଫ କରିଥିଲା, ଦେଖନ୍ତୁ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓ #viral

Cuttack M Corp PS, Cuttack | Sep 11, 2025
କଟକ ଜିଲ୍ଲା କନ୍ତୋଲ ହାଟସାହିରୁ କିପରି ଦୁର୍ଦ୍ଦାନ୍ତ ଗୋ ମାଫିଆ ହାସନ ଖାନକୁ ତିଗିରିଆ ଥାନା ପୋଲିସ ଗିରଫ କରିଥିଲା। ତାର ଭିଡିଓ ଆଜି ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଗୁରୁବାର ସନ୍ଧ୍ୟା ୬ ଟା ସମୟରେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ବୁଧବାର ସନ୍ଧ୍ୟା ସମୟରେ ଗୋ ମାଫିଆ ହାସନ ଏକ ଗ୍ୟାରେଜରେ ନିଜ ବାଇକରେ ଛିଡା ହୋଇଥିବା ସମୟରେ ସେହି ସମୟରେ ସାଦା ପୋଷାକରେ ଆସିଥିବା ପୋଲିସର ଏକ ଟିମ ହାସନକୁ ଉଠେଇ ନେଉଛନ୍ତି। ଯାହାର ଦୃଶ୍ୟ ଏହି ଭିଡିଓରେ କଏଦ ହୋଇଛି।
Read More News
T & CPrivacy PolicyContact Us