This browser does not support the video element.
ତଲସରା: ପଦମପୁର ନାଳ ନିକଟରେ ଭୁଷୁଡି ପଡିଲା ରାସ୍ତା ଯାତାୟାତ ବିଛିନ୍ନ
Talasara, Sundargarh | Sep 24, 2025
ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ବ୍ଳକ ଅନ୍ତର୍ଗତ ଏକମା ଗ୍ରାମ ପଞ୍ଚାୟତର ପଦମପୁର ଛକ ଠାରୁ ପଦମପୁର ଗ୍ରାମ ଦେଇ ସବଡେଗା ପଯ୍ୟନ୍ତ ଯାଇଥବା ପୁତ୍ତ ବିଭାଗ ରାସ୍ତା ଆଜି ସକାଳେ ଭୁଷୁଡି ପଡିବା ଫଳରେ ଏହି ରାସ୍ତା ରେ ଯାତାୟାତ ବିଛିନ୍ନ ହୋଇପଡ଼ିଛି। ଯାହା ଫଳରେ ସ୍ଥାନୀୟ ଗ୍ରାମବାସୀ ନାହଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଦେଖାଯାଇଛି। ଏହି ରାସ୍ତା କୁ ଅତିଶିଘ୍ର ମରାମତି କରିବାକୁ ସ୍ଥାନୀୟ ଗ୍ରାମବାସୀ ମାନେ ଦାବି କରିଛନ୍ତିି।