This browser does not support the video element.
ଫୁଲବାଣୀ ସହର: କନ୍ଧମାଳ ରେ ବଢ଼ୁଛି ଶୀତର ପ୍ରକୋପ, ଫୁଲବାଣୀ ରେ ପ୍ରାତଃ ଭ୍ରମଣ ରେ ବ୍ୟସ୍ତ ସାଧାରଣ ଲୋକ
Phulabani Town, Kandhamal | Nov 3, 2024
ଆଜି ତାରିଖ 3/11/2024 ସମୟ ସକାଳ ପାଞ୍ଚଟା ବେଳେ ଫୁଲବାଣୀ ସ୍ଥିତ କୋରାନେସନ ପଡ଼ିଆ ଏବଂ କଲେଜ ପଡ଼ିଆରେ ଶତାଧିକ ଯୁବକ ମହିଳା ଏବଂ ସାଧାରଣ ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା, ସମସ୍ତେ ନିଜର ଶାରୀରିକ ସୁସ୍ଥତା ପାଇଁ ବିଭିନ୍ନ କ୍ରୀଡ଼ା ସାଙ୍ଗକୁ ଶାରୀରିକ ବ୍ୟୟାମ କରୁଥିବା ଦେଖିବାକୁ ମିଳିଛି। ଓଡ଼ିଶାର ସବୁଠାରୁ ଶୀତଳ ଜିଲ୍ଲା କୁହାଯାଉଥିବା କନ୍ଧମାଳ ଜିଲ୍ଲାରେ ଭୋର ଚରିଟାରୁ ସାଧାରଣ ଲୋକ ଶୀତରୁ ରକ୍ଷା ପାଇବା ସହିତ ଶାରୀରିକ ସୁସ୍ଥତା ପାଇଁ ଏପରି ବ୍ୟାୟାମ କରୁଛନ୍ତି।