This browser does not support the video element.
ବିଞ୍ଝାରପୁର: ଯାଜପୁର ପୋକ୍ସୋ କୋର୍ଟ ରେ ନାବାଳିକା ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ କୁ ଆଜୀବନ କାରାଦଣ୍ଡାଦେଶ
Binjharpur, Jajpur | Jul 17, 2024
ନାବାଳିକା କୁ ଦୁଷ୍କର୍ମ ଘଟଣା ରେ ଅଭିଯୁକ୍ତ ଙ୍କୁ ଆଜୀବନ ର କାରାଦଣ୍ଡାଦେଶ ଶୁଣାଇଲେ ଯାଜପୁର ଅତିରିକ୍ତ ଜ଼ିଲ୍ଲା ଦୌରା ଜଜ ତଥା ଅତିରିକ୍ତ ସ୍ୱତନ୍ତ୍ର ପୋକ୍ସୋ ଜଜ । ୨୦୨୨ ମସିହା ଯାଜପୁର ଥାନା ଅଞ୍ଚଳର ଶମ୍ବୁନାଥ ମଳିକ ସେହି ଅଂଚଳ ଜୈନିକ ଅନୁସୂଚିତ ଜାତିବର୍ଗର ନାବାଳିକା କୁ ଦୁଷ୍କର୍ମ କରିଥିଲେ l ଜୈନିକ ନାବାଳିକା ଜଣଙ୍କ ଶମ୍ବୁନାଥଙ୍କ ପାନ ଦୋକାନକୁ ଯାଇଥିବା ବେଳେ ସେଠାରେ ନାବାଳିକାକୁ ଅଭିଯୁକ୍ତ ଶମ୍ବୁନାଥ କୌଶଳକ୍ରମେ ଦୋକାନ ଭିତରକୁ ଡାକି ନେଇ ଦୁଷ୍କର୍ମ କରିଥିଲେ ।