Download Now Banner

This browser does not support the video element.

ବୌଦ୍ଧ ସଦର: ବାଘଗୁଡ଼ା ଛକ ଗଜଲକ୍ଷ୍ମୀ ପୂଜା ଅବସରରେ ଦୀପ ଯଜ୍ଞ, ଯୋଗଦେଲେ ସରକାରୀ ଦଳ ମୁଖ୍ୟ ସଚେତକ

Baudh Sadar, Boudh (Bauda) | Oct 9, 2025
ଗୁରୁବାର ସନ୍ଧ୍ୟାରେ ବୌଦ୍ଧ ସହର ବାଘ ଗୁଡ଼ା ଛକ ଠାରେ ଲକ୍ଷ୍ମୀ ବଜାର ଆନୁକୁଲ୍ୟରେ ଗଜ ଲକ୍ଷ୍ମୀ ପୂଜା ଅବସରରେ ଦୀପ ଯଜ୍ଞ ଅନୁଷ୍ଠିତ ହୋଇ ଯାଇଛି l ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ଗଜ ଲକ୍ଷ୍ମୀ ପୂଜା ମଣ୍ଡପ ଠାରେ ଦେବୀଙ୍କୁ ଦର୍ଶନ କରିବା ସହ ଦୀପ ଯଜ୍ଞ କାର୍ଯ୍ୟକ୍ରମରେ ନିଜେ ଦୀପ ଜାଳି ବୌଦ୍ଧର ସୁଖ ସମୃଦ୍ଧି କାମନା କରିଥିଲେ | ଉକ୍ତ ଅବସରରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ମାନେ ଯୋଗ ଦେଇ ଦୀପ ଜାଳି ଗଜ ଲକ୍ଷ୍ମୀ ଦେବୀଙ୍କ ଆଶିଷ କାମନା କରିଥିଲେ |
Read More News
T & CPrivacy PolicyContact Us