This browser does not support the video element.
ବିଞ୍ଝାରପୁର: ଦଶରଥପୁର ପଛପଡା ଠାରେ କାଣୀ ନଦୀରେ ଘାଇ ହେବା ଯୋଗୁ ଅନେକ ଗାଁ ବିଛିନ୍ନ,ସ୍ଥିତି ପରୀକ୍ଷିଲେ ପୂର୍ବତନ ବିଧାୟକ ପ୍ରଣବ
Binjharpur, Jajpur | Aug 25, 2025
ଦଶରଥପୁର ପଛପଡା ଠାରେ କାଣୀ ନଦୀରେ ଘାଇ ହେବା ଯୋଗୁ ଅନେକ ଗାଁ ବିଛିନ୍ନ,ସ୍ଥିତି ପରୀକ୍ଷିଲେ ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ l କାଣୀ ନଦୀରେ ବନ୍ୟା ପରିସ୍ଥିତି ଯୋଗୁ ଗତକାଲି ବିଳମ୍ବିତ ରାତିରେ ପଛପଡା ନିକଟରେ 50 ଫୁଟର ଘାଇ ସୃଷ୍ଟି ହେଇଛି l ଯାହାଫଳରେ ଅନେକ ଗାଁ ରେ ନଦୀ ପାଣି ପଶି ବ୍ୟାପକ କ୍ଷକ୍ଷତି କରିଛି l ସେପଟେ ଏହି ଖବର ପାଇ ଯାଜପୁରର ପୂର୍ବତନ ବିଧାୟକ ଶ୍ରୀ ଦାସ ଘଟଣା ସ୍ଥଳରେ ପହଂଚି ଅନୁଧ୍ୟାନ କରିଛନ୍ତି l ଏଥିସହିତ କିଭଳି ଗ୍ରାମବାସୀଙ୍କୁ ଉଦ୍ଧାର କରାଯାଇବ ଫୋନ ଯୋଗେ ଜିଲ୍ଲା ପ୍ରଶାସନର ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି l