This browser does not support the video element.
ଯାଜପୁର: ଯାଜପୁର ଟାଉନ ସ୍ଥିତ ମିଶନଶକ୍ତି ଗୃହରେ ଟେଲିକମ ସାଇବର ନିରାପତ୍ତା ଗ୍ରାହକ ସଚେତନତା କର୍ମଶାଳା ଅନୁଷ୍ଠିତ
Jajapur, Jajpur | Sep 1, 2025
ଯାଜପୁର ଟାଉନ ସ୍ଥିତ ମିଶନଶକ୍ତି ଗୃହରେ ଟେଲିକମ ସାଇବର ନିରାପତ୍ତା ଗ୍ରାହକ ସଚେତନତା କର୍ମଶାଳା ଅନୁଷ୍ଠିତ ହେଇଯାଇଛି l ସୁସାହିତ୍ୟିକ ନିତ୍ୟାନନ୍ଦ ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ କର୍ମଶାଳାରେ ଏଏସଆଇ ଦିପ୍ତିମୟୀ ରାଉତ ଓ ସିଏଜି ବାର୍ଡ ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ ଓ ଜିଲ୍ଲା ଯୋଗାଣ ଅଧିକାରିଣୀ ସ୍ଥିତପ୍ରଜ୍ଞା ପ୍ରିୟଦର୍ଶିନୀ ଅତିଥି ଭାବେ ଯୋଗଦେଇଥିଲେ l ଏଥିସହିତ କିଭଳି ସାରା ଭାରତ ବର୍ଷରେ ଗ୍ରାହକ ମାନେ ସାଇବର ଜନିତ ଅପରାଧର ଶିକାର ହେଉଛନ୍ତି ଆଲୋଚନା କରିଥିଲେ l