This browser does not support the video element.
କବିସୂର୍ଯ୍ୟନଗର: ହିଞ୍ଜିଳି କାଟୁ ନିର୍ବାଚନ ମଣ୍ଡଳୀର କାଞ୍ଜିଆମା ଗ୍ରାମ ନିକଟରେ ଥିବା ଋଷିକୁଲ୍ୟା ନଦୀ ରେ ବୁଡି ଜଣେ ବୃଦ୍ଧ ଙ୍କ ମୃତ୍ୟୁ.
Kabisuryanagar, Ganjam | Aug 31, 2025
ଗଞ୍ଜାମ ଜିଲ୍ଲା ହିଞ୍ଜିଳି କାଟୁ ଥାନା ଅନ୍ତର୍ଗତ କାଞ୍ଜିଆମା ଗ୍ରାମ ନିକଟରେ ବହିଯାଇଥିବା ଋଷିକୁଲ୍ୟା ନଦୀ କୁ ମାଛ ଧରିବାକୁ ଯାଇଥିବା ବେଳେ ସେ ଆଉ ଘରକୁ ଆଉ ଫେରି ନଥିଲେ. ଗ୍ରାମବାସୀ ବୃଦ୍ଧ ଙ୍କ ମର ଶରୀର ଭାସମାନ ହେଉଥିବା ଦେଖିବାକୁ ପାଇଁ ମୃତ ବ୍ୟକ୍ତି ଙ୍କ ପରିବାର କୁ ଖବର ଦେବା ସହ ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ. ଅଗ୍ନିଶମ ବିଭାଗ ଓ ଗ୍ରାମବାସୀ ଙ୍କ ମିଳିତ ଉଦ୍ୟମ ରେ ମର ଶରୀର ଉଦ୍ଧାର କରାଯିବା ସହ ପୋଲିସ ଉପସ୍ଥିତ ରେ ହିଞ୍ଜିଳି ଉପଖଣ୍ଡ ଚିକିତ୍ସାଳୟ ରେ ବ୍ୟବଛେଦ ପାଇଁ ରଖାଯାଇଥିବା ସୂଚନା.