Download Now Banner

This browser does not support the video element.

ପୋଲସରା: ଢୁଙ୍କାପଡା ପୂର୍ବତନ ସରପଞ୍ଚ ଙ୍କ ମା ଙ୍କୁ ହତ୍ୟା ଧମକ ଅଭିଯୋଗ ରେ ଜଣେ ଗିରଫ

Polasara, Ganjam | Aug 24, 2025
ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଢୁଙ୍କାପଡା ପଞ୍ଚାୟତ ର ପୂର୍ବତନ ସରପଞ୍ଚ ଆରତୀ ଦେବୀ ଙ୍କ ମା ରମା ଭୂୟାଁ ନିଜ ଘରେ ରହିଥିବା ସମୟ ରେ ଜଣେ ବ୍ୟକ୍ତି ଘରେ ପସି ପୁରା ପରିବାର କୁ ହତ୍ୟା କରିବାକୁ ଧମକ ଦେଇଥିବା ନେଇ ଗତକାଲି ପୋଲସରା ଥାନାରେ ଲିଖିତ ଅଭିଯୋଗ ହୋଇଥିଲା l ଅଭିଯୋଗ କୁ ଭିତିକରି ପୋଲିସ ଥାନା କେସ ନଂ 619/25 ରେ ଏକ ମାମଲା ରୁଜୁକରି ଆଜି କଣଛାଇ ଗ୍ରାମର ସମରକେଶରୀ ଜଗଦେବ ଜେନା ଓରଫ ଅଳିଆ କୁ ଗିରଫ କରିଛି ପୋଲିସ l
Read More News
T & CPrivacy PolicyContact Us