Download Now Banner

This browser does not support the video element.

ନବରଙ୍ଗପୁର ପୋଲିସ ଷ୍ଟେସନ: ଡୁମରପଦରରେ ମହିମା ଧର୍ମାବଲମ୍ବୀଙ୍କ ନୂଆଁଖାଇ ପୂଜାରେ ଯୋଗଦେଲେ ଝରିଗାଁ ବିଧାୟକ

Nabarangapur PS, Nabarangpur | Aug 22, 2025
ଡୁମରପଦର ରେ ମହିମା ଧର୍ମାବଲମ୍ବୀ ଙ୍କ ନୂଆଖାଇ ପୂଜା ରେ ଯୋଗଦେଲେ ଝରୀଗାଁ ବିଧାୟକ ଝରୀଗାଁ ବିଧାୟକ ଶ୍ରୀ ନରସିଂହ ଭତରା ଝରିଗାଁ ବ୍ଲକ ଅନ୍ତର୍ଗତ କାନକୋଟ ପଞ୍ଚାୟତ ଡୁମରପଦର୍ ଗ୍ରାମରେ ଅଲେଖ ମହିମା ଧର୍ମର ନୂଆଖାଇ ପର୍ବରେ ଯୋଗଦେଇ ଥିଲେ ।ଏହି ଅବସର ରେ ଯୋଗଦେଈ ସେ ବିଶ୍ୱ ଶାନ୍ତି ପାଈଁ ପୂଜାର୍ଚନା କରିଥିଲେ, ପରେ ଗ୍ରାମବାସୀ ଙ୍କ ସୁବିଧା ଅସୁବିଧା ବିଷୟରେ ପଚାରି ବୁଝିଥିଲେ
Read More News
T & CPrivacy PolicyContact Us