Download Now Banner

This browser does not support the video element.

ଆସିକା: କେନ୍ଦୁପଦର ଗ୍ରାମରେ ଘରେ ପସି ହାଣିଲେ ଦୁର୍ବୁତ୍ତ, ତିନି ଗିରୁତର

Asika, Ganjam | Sep 4, 2025
ଆସନ୍ତା ହେଲା ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ୍ କୋଟିନଡା ଥାନା ଅନ୍ତର୍ଗତ କେନ୍ଦୁପଦର ଗ୍ରାମ l ଗ୍ରାମରେ ବୁଲିଲା ଖଣ୍ଡା ଗୁରୁତର ହେଲେ ତିନି ଯୁବକ l ଘରେ ପସି ଆକ୍ରମଣ କରି ଫେରାର ହେଲେ ଦୁର୍ବୁତ୍ତ l ଆକ୍ରମଣରେ ଗୁରୁତର ତିନି ଯୁବକ ହେଲେ ଅଜିତ କୁମାର ବିଷୋୟୀ, ଚନ୍ଦନ ବିଷୋୟୀ, ବଚନ ବିଷୋୟୀ l ସୂଚନା ଅନୁସାରେ ଗ୍ରାମ କୁ କିଛି ବ୍ୟକ୍ତି ଆସି ଖଣ୍ଡା ଓ ବିଭିନ୍ନ ମାରଣାସ୍ତ୍ର ରେ ଯୁବକ ଙ୍କ ଉପରକୁ ଅତର୍କ୍ରିତ ଆକ୍ରମଣ କରିଥିଲେ ଦୁର୍ବୁତ୍ତ l
Read More News
T & CPrivacy PolicyContact Us