Download Now Banner

This browser does not support the video element.

ପିପିଲି: ବରକେରାରେ ପିଲା ସହ ଗାଡି ଧକ୍କା ଗଣ୍ଡଗୋଳରେ ଚାଲିଗଲା ବୃଦ୍ଧଙ୍କ ଜୀବନ, ସୋମବାର ଶବ ବ୍ୟବଚ୍ଛେଦ ପାଇଁ ପୁରୀ ମେଡ଼ିକାଲ ପଠାଗଲା

Pipili, Puri | Mar 19, 2024
ରବିବାର ସନ୍ଧ୍ୟା ୮ଘଟିକା ସମୟରେ ଡେଲାଙ୍ଗ ଥାନା ବରକେରା ଗ୍ରାମରେ ଦାଶରଥି ପରିଡାଙ୍କ ପୁଅ ସୁଶାନ୍ତ ପରିଡା ଭୁବନେଶ୍ୱର ଯାଉଥିବାବେଳେ ଗ୍ରାମର ୮ ବର୍ଷର ପିଲା ଗାଡି ଆଗକୁ ଆସିବାରୁ ଗାଡି ବ୍ରେକ ମାରି ତଳେ ପଡିଯାଇଥିଲେ ଚାଳକlଚାଳକ ସୁଶାନ୍ତ ଆହତ ହୋଇ ଘରକୁ ଆସିଥିଲେ, ପିଲାଟିର ଦାଦା ଜୟରାମ ପ୍ରଧାନଙ୍କ ଦୁର୍ଘଟଣାଗ୍ରସ୍ତ ଯୁବକଙ୍କ ସହ ପାଟିତୁଣ୍ଡ ହେବାବେଳେ ଯୁବକଙ୍କ ବାପା ଦାଶରଥି ପରିଡା ପହଂଚି ବୁଝାସୁଝା କରିବା ବେଳେ ଜୟରାମ ତାଙ୍କୁ ଧକା ଦେବା ଫଳରେ ଘଟଣା ସ୍ଥଳରେ ଦାଶରଥି ଅଚେତ ହୋଇ ଡେଲାଙ୍ଗ ଡାକ୍ତରଖାନାରେ ମୃତ ଘୋଷଣା ପରେ ସୋମବାର ୧୦ଟାରେ ଶବ ବ୍ୟବଚ୍ଛେଦ ପାଇଁ ପୁରୀ ପଠାଗଲା
Read More News
T & CPrivacy PolicyContact Us