This browser does not support the video element.
ପୋଲସରା: ବିଭିନ୍ନ ଦାବିନେଇ ବୁଗୁଡ଼ା ଜେକ ବିଦ୍ୟାଳୟ ରେ ତାଲା ପକାଇ ପ୍ରତିବାଦ କଲେ ଛାତ୍ର ଛାତ୍ରୀ ଏବଂ ଅଭିଭାବକ
Polasara, Ganjam | Oct 8, 2025
ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ କରସିଙ୍ଗି ପଞ୍ଚାୟତ ଜେକ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ ପ୍ରତିବାଦ କରିଛନ୍ତି ଛାତ୍ର ଛାତ୍ରୀ ଏବଂ ଅଭିଭାବକ l ବିଦ୍ୟାଳୟ ରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀ ଛାତ୍ରୀ ପଢ଼ୁଥିବା ବେଳେ ବିଦ୍ୟାଳୟ ରେ ଶ୍ରେଣୀ ଗୃହ ଅଭାବ,ପୋଷାକ ଓ ଛାତ୍ରବୃତ୍ତି ପ୍ରଦାନ ଏବଂ ଅନ୍ୟତ୍ର ବଦଳି ହୋଇଥିବା ଶିକ୍ଷୟିତ୍ରୀ ପୁଣିଥରେ ବିଦ୍ୟାଳୟ ରେ ଯୋଗଦାନ କୁ ବିରୋଧ କରି ଧାରଣାରେ ଅଭିଭାବକ ଏବଂ ଛାତ୍ରଛାତ୍ରୀ l