Download Now Banner

This browser does not support the video element.

ଭଦ୍ରକ ଗ୍ରାମାଞ୍ଚଳ: ଭଦ୍ରକ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଆଜି ତୃତୀୟ ଦିଶା ବୈଠକ ରେ ଭଣ୍ଡାରିପୋଖରୀ ବିଧାୟକ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କଲେ

Bhadrak Rural, Bhadrak | Sep 3, 2025
ଭଦ୍ରକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆଜି ତୃତୀୟ ଜିଲ୍ଲା ଉନ୍ନତି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା ଏହି ବୈଠକରେ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ୍ କୁମାର ମଲ୍ଲିକ ଯୋଗଦେଇ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସମସ୍ୟା ସମ୍ପର୍କରେ ଦାବି ଉପସ୍ଥାପନା କରିଛନ୍ତି, ଏହି ଖବର ଆଜି ଦିନ 2 ଘଟିକା ରେ ହସ୍ତଗତ ହୋଇଛି
Read More News
T & CPrivacy PolicyContact Us