Install App
devine930
This browser does not support the video element.
ମୋହନା: କାରର ଇଞ୍ଜିନରେ ଲାଗିଲା ନିଆଁ , ଲୁହାଗୁଡ଼ି ଗ୍ରାମ ର ସ୍ଥାନୀୟ ଲୋକେ ନିଆଁକୁ ଆୟତ କରିବା ପାରେ ଅଳ୍ପକେ ବର୍ତ୍ତିଲେ ପାଞ୍ଚ ଜଣ ଯାତ୍ରୀ
Mohana, Gajapati | Aug 22, 2025
କାରର ଇଞ୍ଜିନରେ ଲାଗିଲା ନିଆଁ , ସ୍ଥାନୀୟ ଲୋକେ ନିଆଁକୁ ଆୟତ କରିବା ପାରେ ଅଳ୍ପକେ ବର୍ତ୍ତି ଯାଇଛି କାର ଓ ଯାତ୍ରୀମାନେ l ଗଜପତି ଜିଲ୍ଲା ମୋହନା ଥାନା ଲୁହାଗୁଡି ଢ଼ାବା ଛକରେ ରାତିରେ ଘଟିଛି ଏଭଳି ଘଟଣା l କାର ରେ ୫ ଜଣ ଯାତ୍ରୀ ଥିବା ବେଳେ କାରଟି ବ୍ରହ୍ମପୂର୍ ଠାରୁ ଚନ୍ଦ୍ରଗିରି କୁ ଯାଉଥିଲା l ଯାହାକୁ ନେଇ ଆଜି ପୂର୍ବାହ୍ନ ୧୦ ଘଣ୍ଟ ସମୟରେ ଜାଣିବାକୁ ମିଳିଥିଲା
Share
Read More News
T & C
Privacy Policy
Contact Us
Your browser does not support JavaScript!