Install App
jsdaanesh
This browser does not support the video element.
ବସ୍ତା: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଂ ବଢୁଛି ଜଳକା ନଦୀର ଜଳସ୍ତର,ମଥାନି ଠାରେ ବିପଦ ସଙ୍କେତ ଅତିକ୍ରମ କରି କ୍ରମଶଃ ବଢୁଛି ଜଳକା ନଦୀ ର ଜଳସ୍ତର
Basta, Balasore | Sep 5, 2025
ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଂ ବଢୁଛି ଜଳକା ନଦୀର ଜଳସ୍ତର,ବିପଦ ସଙ୍କେତ ଅତିକ୍ରମ କରି କ୍ରମଶଃ ବଢୁଛି ଜଳକା ନଦୀ ର ଜଳସ୍ତର, ନଦୀ ର ମଥାନୀ ଠାରେ ବିପଦ ସଙ୍କେତ 6.50 ରହିଥିବା ବେଳେ ସକାଳା 10 ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ 6.79 ମିଟର ରେ ପ୍ରବାହିତ ହେଉଛି,ଯାହା ଫଳରେ ପୂଣି ଜଳକା ନଦୀ ରେ ଚତୁର୍ଥ ଥର ପାଂଇ ବନ୍ଯା ଆସିଛି, ଲଘୁଚାପ ପ୍ରଭାବରେ ଗତ ଚାରି ଦିନ ଧରି ବସ୍ତା ସମେତ ନଦୀର ଉପରମୁଣ୍ଡ ମୟୁରଭଞ୍ଜ ଜିଲ୍ଲା ରେ ପ୍ରବଳ ବର୍ଷା ହୋଇଥିବା କାରଣରୁ ବଢୁଛି ଜଳସ୍ତର,
Share
Read More News
T & C
Privacy Policy
Contact Us
Your browser does not support JavaScript!