This browser does not support the video element.
ସମ୍ବଲପୁର ମ୍ୟୁନିସିପାଲଟି: ସମ୍ବଲପୁରର ସହରର ଉପକଣ୍ଠସ୍ଥ ଘେନୁପାଲି ଅଞ୍ଚଳରେ ସଡକ ଦୁର୍ଘଟଣା, ଜଣେ ଯୁବକଙ୍କ ମୃତ
Sambalpur M, Sambalpur | Sep 7, 2025
ସମ୍ବଲପୁରର ସହରର ଉପକଣ୍ଠସ୍ଥ ଘେନୁପାଲି ଅଞ୍ଚଳରେ ରବିବାର ଏକ ସଡକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଯାଇଛି । ସଦର ଥାନା ପୁଲିସର ସୁଚନା ଅନୁଯାୟୀ, ଆଜି ଭୋର 5.45 ମିନିଟ ସମୟରେ ଏକ ପିକଅପ ଗାଡି ଆସୁଥିବା ବେଳେ କୌଣସି କାରଣରୁ ଭାରସାମ୍ୟ ହରାଇ ଗାଡିଟି ଦୁର୍ଘଟଣାଗ୍ରସ୍ତ ହୋଇ ଏକ ଗଛରେ ପିଟି ହୋଇଯାଇଥିଲା । ଫଳରେ ଗାଡି ଚାଳକ ତଥା କୁଲସର ନିବାସୀ କାହ୍ନୁ ସାହୁ ନାମକ ଜଣେ ୨୨ ବର୍ଷିୟ ଯୁବକ ଗୁରୁତର ଆହତ ହୋଇଥିଲେ । ଖବର ପାଇ ତୁରନ୍ତ ସଦର ପୁଲିସ ଯୁବକଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ଏକ ମାମଲା ରୁ