Download Now Banner

This browser does not support the video element.

ଖଣ୍ଡଗିରି: ପାତ୍ରପଡା ମହିମା ମେଳଣ ପଡିଆ ରୁ ବାଇକ ଚୋରି ଘଟଣା,ବରମୁଣ୍ଡା ବସ-ଷ୍ଟାଣ୍ଡ ଅଞ୍ଚଳରୁ ଗିରଫ କଲା ପୋଲିସ

Khandagiri, Khordha | Sep 2, 2025
ପାତ୍ରପଡା ମହିମା ମେଳଣ ପଡିଆ ରୁ ବାଇକ ଚୋରି ଘଟଣା,ବରମୁଣ୍ଡା ବସ-ଷ୍ଟାଣ୍ଡ ଅଞ୍ଚଳରୁ ଗିରଫ କଲା ପୋଲିସ | ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ଜଣକ ପରିବାର ସହ ପାତ୍ରପଡା ଅଞ୍ଚଳରେ ରୁହନ୍ତି । ସେ ନିଜ ମୋଟରସାଇକେଲକୁ ପାତ୍ରପଡା ମହିମା ମେଳଣ ପଡିଆ ଠାରେ ପାର୍କିଂ କରିଥିଲେ । ଆଖପାଖରେ କେହି ନଥିବାର ସୁଯୋଗ ନେଇ ଅଭିଯୁକ୍ତ ସନ୍ତୋଷ ଡୁପ୍ଳିକେଟ ଚାବି ସାହାଯ୍ୟରେ ଅଭିଯୋଗକାରୀଙ୍କ ମୋଟରସାଇକେଲକୁ ସେଠାରୁ ଚୋରୀକରି ନେଇଯାଇଥିଲେ । ସନ୍ଧ୍ୟାରେ ଅଭିଯୋଗକାରୀ ନିଜ ମୋଟରସାଇକେଲ ନିକଟକୁ ଯାଇଥିବା ବେଳେ, ତାହା ସେଠାରୁ ଚୋରୀ ହୋଇଯାଇଥିବା ଦେଖିବାକୁ ପାଇଥିଲେ ।
Read More News
T & CPrivacy PolicyContact Us