Download Now Banner

This browser does not support the video element.

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ କାର୍ଯ୍ୟାଳୟରେ ଝାରସୁଗୁଡା ଜିଲ୍ଲା ର ନୂତନ ଏସପି ଙ୍କୁ ଜିଲ୍ଲା ଓକିଲ ସଙ୍ଘ ପକ୍ଷରୁ ସାକ୍ଷାତ

Jharsuguda, Jharsuguda | Sep 2, 2025
ଝାରସୁଗୁଡା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ କାର୍ଯ୍ୟାଳୟରେ ଝାରସୁଗୁଡା ଜିଲ୍ଲା ର ନୂତନ ଏସପି ଙ୍କୁ ଜିଲ୍ଲା ଓକିଲ ସଙ୍ଘ ପକ୍ଷରୁ ସାକ୍ଷାତ କରାଯାଇଛି l ଆଜି ମଙ୍ଗଳବାର ସନ୍ଧ୍ୟା ୬ ଟା ରେ ଜିଲ୍ଲା ଓକିଲ ସଙ୍ଘ ସଭାପତି ତ୍ରିନାଥ ଗୁଆଲ ଏବଂ ଓକିଲ ସଙ୍ଘ ର ବରିଷ୍ଠ ସଦସ୍ୟ ଙ୍କ ସହ ଝାରସୁଗୁଡା ଜିଲ୍ଲା ର ନୂତନ ଏସପି ଜି ରେଡ୍ଡୀ ରାଘବେନ୍ଦ୍ର ଙ୍କୁ ସାକ୍ଷାତ କରି ଟ୍ରାଫିକ ନିୟନ୍ତ୍ରଣ ଏବଂ ଝାରସୁଗୁଡା ଜିଲ୍ଲା ଆଇନ ଶୃଙ୍ଖଳା ପରିସ୍ଥିତି କୁ ନେଇ ଆଲୋଚନା କରିଛନ୍ତି l
Read More News
T & CPrivacy PolicyContact Us