Install App
nihar20051981
This browser does not support the video element.
କେନ୍ଦ୍ରାପଡା: କଳସପୁର ପଞ୍ଚାୟତ ଅଭୟଦଣ୍ଡା ଗ୍ରାମରେ ରାସ୍ତା ଅବସ୍ଥା ଶୋଚନୀୟ, ଜିଲ୍ଲାପାଳଙ୍କୁ ଭେଟି ପ୍ରତିକ୍ରିୟା ରଖିଲେ ଗ୍ରାମବାସୀ #jansamasya
Kendrapara, Kendrapara | Aug 23, 2025
କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଅନ୍ତର୍ଗତ କଳସପୁର ପଂଚାୟତର ଅଭୟଦଣ୍ଡା ଗ୍ରାମରେ ରାସ୍ତା କାଦୁଅ ପଚପଚ ହୋଇ ଶୋଚନୀୟ ଅବସ୍ଥାରେ ରହିଛି l ଫଳରେ ଗ୍ରାମବାସୀମାନେ ଅକଥନୀୟ ଦୁର୍ଦଶା ଭୋଗୁଛନ୍ତି l ସବୁ ଆଡୁ ନିରାଶ ହୋଈ ରାସ୍ତାର ଉନତି ପାଇଁ ଜିଲାପାଳଙ୍କୁ ଭେଟିଛନ୍ତି ମହିଳା ଗ୍ରାମବାସୀ l ଜିଲାପାଳ ରାସ୍ତାଅବସ୍ଥା ସୁଧାର ପାଇଁ ପ୍ରତିଶୃତି ଦେଇଥିଲେ ମଧ୍ୟ ପ୍ରତିକ୍ରିୟା ରଖିନାହାନ୍ତି l ଏ ନେଇ ଶନିବାର ଗ୍ରାମବାସୀ ମାନେ ଜିଲାପାଳଙ୍କୁଭେଟି ଜିଲ୍ଲାପାଳ ଅଫିସରେ ପ୍ରତିକ୍ରିୟା ରଖିଛନ୍ତି l
Share
Read More News
T & C
Privacy Policy
Contact Us
Your browser does not support JavaScript!