Download Now Banner

This browser does not support the video element.

ନୂଆପଡା: ଜିଲ୍ଲାରେ ସାର କଳାବଜାରୀ ବନ୍ଦ ନ ହେଲେ ଆନ୍ଦୋଳନ କରିବ ଶ୍ରମିକ ସଂଘ , ନୂଆପଡ଼ାରେ ଭକ୍ତବନ୍ଧୁ ଧରୁଆଙ୍କ ପ୍ରତିକ୍ରିୟା

Nuapada, Nuapada | Aug 21, 2025
ନୂଆପଡ଼ା ଜିଲ୍ଲାର ଚାଷୀଙ୍କ ପାଇଁ ଆସିଥିବା ସାର ପଡୋଶୀ ଛତିଶଗଡ଼ରେ ବିକ୍ରି ହେଉଥିବା ଅଭିଯୋଗ କରି ଆଜି ଦିନ ଗୋଟାଏ ସମୟରେ ଶ୍ରମିକ ସଂଘ ସଭାପତି ଭକ୍ତବନ୍ଧୁ ଧରୁଆ ନିଜର ପ୍ରତିକ୍ରିୟା ରଖିଛନ୍ତି। କଳାବଜାରୀ ବନ୍ଦ ନ ହେଲେ ଶ୍ରମିକ ସଂଘ ଆନ୍ଦୋଳନ କରିବ ବୋଲି ସେ ଚେତାବନୀ ଦେଇଛନ୍ତି।
Read More News
T & CPrivacy PolicyContact Us