This browser does not support the video element.
ଝାରସୁଗୁଡା: ବନହରପାଲି ଗ୍ରାମରେ ସାପ କାମୁଡାରେ ଜଣେ ୯ ବର୍ଷୀୟ ନାବାଳକ ର ମୃତ୍ୟୁ
Jharsuguda, Jharsuguda | Sep 9, 2025
ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ତେଲେନପାଲି ଗ୍ରାମପଂଚାୟତ ବନହରପାଲି ଗ୍ରାମରେ ସାପ କାମୁଡାରେ ଜଣେ ୯ ବର୍ଷୀୟ ନାବାଳକ ର ମୃତ୍ୟୁ ହୋଇଛି l ମୃତକ ଜଣକ ଗୋପାଳ ଗିରି ଙ୍କ ପଅ କାର୍ତ୍ତିକ ଗିରି ବୋଲି ଜଣାପଡିଛି l ଗତକାଲି ବିଳମ୍ବିତ ରାତିରେ କାର୍ତିକଙ୍କୁ ଏକ ବିଧର ସାପ କାମୁଡିଥିଲା l ଏହାପରେ ପରିବାର ଲୋକେ ତାଙ୍କୁ ନିକଟସ୍ଥ ଚିକିତ୍ସାଳୟକୁ ନେଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ l