Download Now Banner

This browser does not support the video element.

ସୁନ୍ଦରଗଡ ସହର: ହେମଗିର ପୋଲିସ ଦ୍ବାରା ମାତୃହନ୍ତା ପୁଅ ବନ୍ଧପାଲିରୁ ହେଲା ଗିରଫ

Sundargarh Town, Sundargarh | Sep 7, 2025
ଆଜି ସେପ୍ଟେମ୍ୱର 7 ତାରିଖ ରବିବାର ସକାଳ 8 ଟା ପାଖାପାଖି ସମୟରେ ଏହି ସୂଚନା ଗଣ ମାଧ୍ୟମ ନଜରକୁ ଆସିଥିଲା । ତେବେ ଏହି ହତ୍ୟାକାଣ୍ଡ ଗତକାଲି ସେପ୍ଟେମ୍ବର 6 ତାରିଖ ପୂର୍ବାହ୍ନ 11:30 ପାଖାପାଖି ଘଟିଥିଲା। ଅଭିଯୁକ୍ତ ଜଣଙ୍କ ତାଙ୍କ ମା ଙ୍କୁ ବାଡେଇ ବାଡେଇ ଅଧମରା କରିବା ପରେ ଚିକିତ୍ସା ପାଇଁ ହେମଗିର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମାଙ୍କ ମୃତ୍ୟୁ ହୋଇଥିଲା। ମା ଆଖିବୁଜିବା ପରେ ସେ ହେମଗିର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରୁ ଫେରାର ମାରିଥିଲେ। ଘଟଣା ଡାକ୍ତରଙ୍କ ନଜରକୁ ଆସିବା ପରେ ଡ଼ାକ୍ତର ଖାନା ସୂତ୍ରରୁ ଗତକାଲି ସନ୍ଧ୍ୟ
Read More News
T & CPrivacy PolicyContact Us