Download Now Banner

This browser does not support the video element.

ଧର୍ମଗଡ: ବିରିପୁର ଗ୍ରାମ ପରିଦର୍ଶନ କରି ଆବାସ ଯୋଜନାର ନିର୍ମାଣଧିନ ଘର ଦେଖି ହିତାଧିକାରୀଙ୍କ ସହ ଆଲୋଚନା କଲେ ବିଡ଼ିଓ

Dharamgarh, Kalahandi | Sep 9, 2025
ମଙ୍ଗଳବାର ଅପରାହ୍ନରେ କଲମପୁର ବିଡ଼ିଓ ବିଜୟ କୁମାର ମାଣ୍ଡାଙ୍ଗି ବିରିପୁର ଗ୍ରାମ ପରିଦର୍ଶନ କରିଥିଲେ। ବିଡିଓ ଶ୍ରୀ ମାଣ୍ଡାଙ୍ଗି ମୋ ବଗିଚା ଯୋଜନାରେ ହେଇଥିବା ଜନୈକ ହିତାଧିକାରୀଙ୍କ ପନିପରିବା ବଗିଚା ଦେଖି ସନ୍ତୋଷ ବ୍ୟକ୍ତ କରିଥିଲେ। ଏହାପରେ ଆବାସ ଯୋଜନାରୁ ଆର୍ଥିକ ସହାୟତା ପାଇଥିବା ହିତାଧିକାରୀଙ୍କ ନିର୍ମାଣଧିନ ଘର ସବୁ ଦେଖିଥିଲେ। ଏହାସହ ତୁରନ୍ତ ଘର କାର୍ଯ୍ୟ ସମ୍ପାଦନ କରିବା ନେଇ ଆଲୋଚନା କରିଥିଲେ।
Read More News
T & CPrivacy PolicyContact Us