Download Now Banner

This browser does not support the video element.

କଟକ ପୌରାଞ୍ଚଳ: ତିଗିରିଆ ପଣସପାଟଣା ଗ୍ରାମରେ ଅବକାରୀ ବିଭାଗର ଚଢ଼ାଉ, ବିପୁଳ ପରିମାଣର ଦେଶୀ ମଦ ଓ ଗୁଡ ପୋଚ ନଷ୍ଟ

Cuttack M Corp PS, Cuttack | Aug 25, 2025
କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ପଣସପାଟଣା ଗ୍ରାମରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ବିପୁଳ ପରିମାଣର ଦେଶୀ ମଦ ଜବତ ସହ ଗୁଡପୋଚ ନଷ୍ଟ କରାଯାଇଛି। ଏହି ଚଢ଼ାଉରେ ୨୨୦୫ ଲିଟର ଦେଶୀ ମଦ ଜବତ ସହ ୧୯ ହଜାର ୧୪୫ ଲିଟର ମଦ ପ୍ରସ୍ତୁତ ନିମନ୍ତେ ବ୍ୟବହୃତ ହେଉଥିବା ଗୁଡ ପୋଚ ନଷ୍ଟ କରାଯାଇଛି। ସୋମବାର ସନ୍ଧ୍ୟା ୫.୩୦ ମିନିଟ ସମୟରେ ଏହି ଚଢାଉ କରାଯାଇଥିଲା। ଏହି ଚଢାଉ ପରେ ୬ ଟି ମାମଲା ମଧ୍ୟ ରୁଜୁ କରିଛି ଅବକାରୀ ବିଭାଗ।
Read More News
T & CPrivacy PolicyContact Us