Install App
publicnewskoraput
This browser does not support the video element.
ପଟ୍ଟାଙ୍ଗୀ: ଭାରତ ମାଳା ପରିୟୋଜନାର ପଟାଙ୍ଗି ନିକଟସ୍ଥ ଡବଲ ଟନେଲ ପରିଦର୍ଶନ କଲେ ପଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡାମ
Pottangi, Koraput | Sep 30, 2025
ଭାରତ ମାଳା ପରିୟୋଜନାର ପଟାଙ୍ଗି ନିକଟସ୍ଥ ଡବଲ ଟନେଲ ପରିଦର୍ଶନ କରିଛନ୍ତି ପଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡାମ। ଆଜି ଅପରାହ୍ନ ୪ଟା ସମୟରେ ପରିଦର୍ଶନ କରି କହିଛନ୍ତି ଏହି ସର୍ବବୃହତ ଡବଲ ଟନେଲ ଯୋଗୁଁ ପର୍ଯ୍ୟଟନ ଅଭିବୃଦ୍ଧି ହେବା ସହ ବ୍ୟବସାୟୀକ କ୍ଷେତ୍ରରେ ଅଭିବୃଦ୍ଧି ଘଟିବ। ସାଥିରେ କଂଗ୍ରେସ ନେତା ଓ କର୍ମୀ ଉପସ୍ଥିତ ଥିଲେ।
Share
Read More News
T & C
Privacy Policy
Contact Us
Your browser does not support JavaScript!