Download Now Banner

This browser does not support the video element.

ପରଜଙ୍ଗ: ମରଣଜନ୍ତା ପାଲଟିଛି ଝାଞ୍ଜିରୀବେରଣା ଠାରୁ ଭଗାମୁଣ୍ଡା ରାସ୍ତା ମରାମତି ପାଇଁ ଦାବୀ

Parajang, Dhenkanal | Sep 8, 2025
ମରଣ ଜନ୍ତା ପାଲଟିଛି ଝାଞ୍ଜିରୀବେରଣା ଠାରୁ ଭଗାମୁଣ୍ଡା ରାସ୍ତା କଙ୍କଡ଼ାହାଡ଼ ବ୍ଲକ କେରଜୋଳି ପଞ୍ଚାୟତ ଅଧିନରେ ଥିବା ଝାଞ୍ଜିରୀବେରଣାରୁ ଭାଗମୁଣ୍ଡା ରାସ୍ତା ପାଲଟିଛି ମରଣଯନ୍ତା। ଏହି ଝାଞ୍ଜିରୀବେରଣା ଗ୍ରାମରେ ଅଧିକାଂଶ ଆଦିବାସୀ ଶ୍ରେଣୀର ପରିବାର ବସବାସ କରୁଛନ୍ତି। ପ୍ରତେକ ଦିନ ସ୍କୁଲ, କଲେଜ, ଅଫିସ, ମେଡିକାଲ ଓ ବଜାର ଯିବା ପାଇଁ ହେଲେ ଅଧିକାଂଶ ଝାଞ୍ଜିରୀବେରଣା ଗ୍ରାମବାସି ଭଗାମୁଣ୍ଡା ରାସ୍ତା ଦେଇ ଆସି ଥାନ୍ତି ମେନ ରୋଡ଼କୁ। କିନ୍ତୁ ବର୍ଷା ଦିନରେ ରାସ୍ତାର ଅବସ୍ଥା ଏତେ ଶୋଚନୀୟଯେ ନ କହିବା ଭଲ। ଲଗାଣ ବର୍ଷା ହେଲେ ରାସ୍ତାରେ ଝରଣା ବାହାରି ପାଣି ମାଡୁ ଥିବା ଦୃଶ୍ୟ
Read More News
T & CPrivacy PolicyContact Us