Download Now Banner

This browser does not support the video element.

ଜି ଉଦୟଗିରି: କନ୍ଧସାହି ଓ କଟାବାଲି ଅଞ୍ଚଳରୁ ୨୫ ଲିଟର ଦେଶୀ ଜବତ କରି ଅବକାରୀ ବିଭାଗ ଦୁଇ ଜଣଙ୍କୁ କୋର୍ଟ ଚାଲାଣ କଲା ।

G Udayagiri, Kandhamal | Aug 24, 2024
ଘୁ ଉଦୟଗିରି: ସ୍ଥାନୀୟ ଅବକାରୀ ବିଭାଗ ଦ୍ଵାରା ଦେଶୀ ମଦ ରନ୍ଧା ଓ ବିକ୍ରି କାରବାରରେ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ରହିଛି। ସୂଚନା ଅନୁସାରେ ମଲିକାପୋଡ଼ି ପଞ୍ଚାୟତ ଅନ୍ତର୍ଗତ ମୁକିଲିଙ୍ଗିଆ, କଟାବାଲି ଅଞ୍ଚଳର ସଞ୍ଜୟ ସାହୁ ୨୨ ନାମକ ଯୁବକଙ୍କୁ ଓ ଘୁ ଉଦୟଗିରି କନ୍ଧ ସାହିର ପବିତ୍ର ନାୟକ ୫୫ ବୟସ ବ୍ୟକ୍ତି,ଏହି ଦ୍ବୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ରହିଛି । ଅବକାରୀ ଥାନା ଅଧିକାରୀ କୀର୍ତ୍ତନ ନାୟକଙ୍କ ନେତୃତ୍ୱରେ ଏକ ଟିମ୍ ଉକ୍ତ ସ୍ଥାନରେ ଚଢାଉ କରି ୨୫ ଲିଟର ଦେଶୀ ମହୁଲି ମଦ ଜବତ କରାଯାଇଥିଲା ।
Read More News
T & CPrivacy PolicyContact Us