This browser does not support the video element.
ଅନୁଗୋଳ: ବାଗେଡିଆ ସ୍କୁଲ ଜଳମଗ୍ନ ହେବା ନେଇ ପ୍ରତିକ୍ରିୟା ରଖିଲେ ସ୍ଥାନୀୟ ହୋଟେଲ୍ ମାଲିକ
Anugul, Angul | Sep 4, 2025
ଗୁରୁବାର ସାମାନ୍ୟ ବର୍ଷା ହେବା ଫଳରେ ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ବାଗଡିଆ ଉଚ୍ଚ ବିଦ୍ୟାଳୟ ପରିସର ଓ ତା'ର ଆଖପାଖ ଏରିଆ ସମ୍ପୁର୍ଣ୍ଣ ଜଳମଗ୍ନ ହୋଇପଡିଛି।ଏହି ବର୍ଷାରେ ବାଗଡ଼ିଆ ଉଚ୍ଚବିଦ୍ୟଳୟ ସମ୍ମୁଖ ଭାଗଟି ଜଳମଗ୍ନ ହୋଇରହିଛି ।ଫଳରେ ସ୍କୁଲ ଛାତ୍ରଛାତ୍ରୀ ବିଦ୍ୟାଳୟ କୁ ଯିବା ଆସିବାରେ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି, ଏଭଳି କାଦୁଅ ପାଣିରେ ଚାଲିଲେ ସ୍କୁଲ ଛାତ୍ରଛାତ୍ରୀ ମାନେ ନାନା ପ୍ରକାର ଚର୍ମରୋଗ ରେ ପଡ଼ିବାର ଆଶଙ୍କା କରାଯାଉଛି, ସ୍ୱଚ୍ଛ ଭାରତ ନାରା ଦେଉଥିବା ସରକାରଙ୍କ ର ଏଥିପ୍ରତି ଦ୍ରୁଷ୍ଟି ପଡୁନାହିଁ କେମିତି ବୋଲି ଗ୍ରାମବାସୀ ପ୍ରଶ୍ନ ଉଠାଇଛନ୍ତି,ବାଗଡିଆ