Download Now Banner

This browser does not support the video element.

ବୌଦ୍ଧ ସଦର: ବୌଦ୍ଧ ମହାନଦୀର ଚିର ଘାଟ ଠାରୁ ପବିତ୍ର ଭାଗବତ ଜନ୍ମ ଅବସରରେ ଶ୍ରୀ ରାଧାକୃଷ୍ଣଙ୍କ ଚାପ ଖେଳ ଅନୁଷ୍ଠିତ

Baudh Sadar, Boudh (Bauda) | Sep 7, 2025
ରବିବାର ସକାଳେ ବୌଦ୍ଧ ସହର ମହାନଦୀର ଚିରଘାଟ ଠାରୁ କୁଲି ପଡା ଘାଟ ଯାଏଁ ପବିତ୍ର ଭାଦ୍ରବ ପୂର୍ଣ୍ଣିମା ଓ ଭାଗବତ ଜନ୍ମ ଅବସରରେ ଶ୍ରୀ ରାଧାକୃଷ୍ଣଙ୍କ ଚାପ ଖେଳ ଅନୁଷ୍ଠିତ ହୋଇ ଯାଇଛି l ବୌଦ୍ଧ ସହର କେଉଟ ସାହି, ସାନ ମାଳୀ ସାହି, ନୂଆସାହି, ପୋଡା ପଡା ଓ ରାଜନ ପାଲି ସାହିର ଶ୍ରୀ ରାଧାକୃଷ୍ଣଙ୍କୁ ନାମ ସଙ୍କୀର୍ତ୍ତନ ସହ ଶୋଭାଯାତ୍ରାରେ ଆଣି ମହାନଦୀର ଚିର ଘାଟ ନିକଟରେ ପହଞ୍ଚି ଥିଲେ l ସେଠାରେ ଏକାଧିକ ଡଙ୍ଗାକୁ ବନ୍ଧାଯାଇ ପ୍ରସ୍ତୁତ ହୋଇଥିବା ତିନୋଟି ଚାପରେ ବିଜେ କରାଯାଇ ଚାପ ଖେଳ ଅନୁଷ୍ଠିତ ହୋଇଥିଲା |
Read More News
T & CPrivacy PolicyContact Us