Download Now Banner

This browser does not support the video element.

ଭଦ୍ରକ ଗ୍ରାମାଞ୍ଚଳ: ବନ୍ୟା ଆଶଙ୍କାରେ ଧାମନଗରରେ ହସନବାଦ,ଅର୍ଜୁନପୁର ପଂଚାୟତ ରେ ଦୁଇ ଦିନ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର କୁ ବନ୍ଦ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ

Bhadrak Rural, Bhadrak | Aug 24, 2025
ସମ୍ଭାବ୍ୟ ବନ୍ୟା ସ୍ଥିତି କୁ ଦେଖି ଆଗୁଆ ପଦକ୍ଷେପ ନେଇଛନ୍ତି ଭଦ୍ରକ ଜିଲ୍ଲାପାଳ, ଧାମନଗର ରେ ବନ୍ୟା ସ୍ଥିତି କୁ ଆଖିଆଗରେ ରଖି ଦୁଇ ଦିନ ଅଙ୍ଗନବାଡ଼ି ବନ୍ଦ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ,ଧାମନଗର ବ୍ଲକ ହସନାବାଦ୍ ଓ ଅର୍ଜୁନପୁର ପଞ୍ଚାୟତ ର ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ରକୁ ବନ୍ଦ୍ ପାଇଁ ନିର୍ଦେଶ। ସୋମବାର ଓ ମଙ୍ଗଳବାର ଦିନ ବନ୍ଦ୍ ରଖିବା ନେଇ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି, ଏହି ଖବର ଆଜି ସଂଧ୍ୟା 6 ଟାରେ ହସ୍ତଗତ ହୋଇଛି
Read More News
T & CPrivacy PolicyContact Us