Download Now Banner

This browser does not support the video element.

କେନ୍ଦ୍ରାପଡା: ବାଉଁଶଗଡ଼ ନଦୀ ନିକଟସ୍ଥ ହବାଳି ଜଙ୍ଗଲ ପାଖରେ ବାଟବଣା ମା ପୁଅକୁ ଉଦ୍ଧାର କଲା ବନବିଭାଗ

Kendrapara, Kendrapara | Sep 8, 2025
ବାଉଁଶଗଡ଼ ନଦୀ ନିକଟସ୍ଥ ହବାଳୀ ଜଙ୍ଗଲ ପାଖରେ ବାଟବଣା ମା ପୁଅକୁ ଉଦ୍ଧାର କଲା ବନବିଭାଗ l ଏବେ ସେମାନଙ୍କୁ ଏକ ଉଦ୍ଧାରକାରି ଦଳ ଏକ ଯନ୍ତ୍ରଚାଳିତ ଡ଼ଙ୍ଗାରେ ଗୁପ୍ତି ଆଣୁଥିବା ଜଣାଯାଇଛି l ଉଦ୍ଧାର ହୋଇଥିବା ଦୁଇଜଣ ମା ପୁଅ ହେଲେ ଦେବେନ୍ଦ୍ର ନାରାୟଣ ପୁରର ଅଞ୍ଜନା ମିର୍ଧା,ରତିନ୍ଦ୍ର ମିର୍ଧା l ଏମାନେ କଙ୍କଡା ଧରିବାକୁ ଯାଇ ଜଙ୍ଗଲରେ ବାଟବଣା ହୋଇଯାଇଥିଲେ l
Read More News
T & CPrivacy PolicyContact Us