Download Now Banner

This browser does not support the video element.

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ବରମୁଣ୍ଡା ପୂଜା ମଣ୍ଡପ ବୁଲି ରାବଣ ଉପାଖ୍ୟନକୁ ନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ରଖିଲେ ପ୍ରତିକ୍ରିୟା

Bhubaneswar M Corp, Khordha | Oct 1, 2025
ରାବଣ ଉପାଖ୍ୟନକୁ ନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଙ୍କ ପ୍ରତିକ୍ରିୟା,ସେ କହିଛନ୍ତି ବ୍ୟବସ୍ଥା ଭିତରେ ରହି, ଯେଉଁମାନେ ବ୍ୟବସ୍ଥା ପରିବର୍ତନ ପାଇଁ ଏଭଳି କହୁଛନ୍ତି, ତାଙ୍କୁ ସ୍ୱାଗତ କରିବା ଉଚିତ,ଆମ ଦଳ ଏକ ଶୃଙ୍ଖଳିତ ଦଳ, ସମସ୍ତେ ମିଳିତ ଭାବରେ ନିଷ୍ପତି ନିଅନ୍ତି... ସ୍ୱାଧୀନତାର ଏତେ ଦିନପରେ ମଧ୍ୟ ଆମ ଦଳ କେବେ ବିଭାଜିତ ହୋଇନାହିଁ | କିନ୍ତୁ ଅନ୍ୟ ଦଳରେ ଯେହେତୁ ନୀତି ଏବଂ ଆଦର୍ଶ ନାହିଁ ସେଥିପାଇଁ ବହୁତ ଦଳ ବିଭାଜିତ ହୋଇଛି |
Read More News
T & CPrivacy PolicyContact Us