Install App
belpahar_update
This browser does not support the video element.
ଝାରସୁଗୁଡା: ଗୁମାଡେରା ମାର୍କେଟ ବଏଚ ଆସୋସିଏସନ୍ ଦ୍ୱାରା ଧୁମଧାମ ବିଘ୍ନବିନାଶକ ଗଜାନନ ଙ୍କ ବିସର୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ
Jharsuguda, Jharsuguda | Sep 2, 2025
ଝାରସୁଗୁଡା ଜିଲ୍ଲା ବେଲପାହାଡ଼ ଗୁମାଡେରା ମାର୍କେଟ ବଏଚ ଆସୋସିଏସନ୍ ଦ୍ୱାରା ଧୁମଧାମ ବିଘ୍ନବିନାଶକ ଗଜାନନ ଙ୍କ ବିସର୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ବିଘ୍ନ ବିନାଶକ ଙ୍କ ସମ୍ପୂର୍ଣ ରୀତିନୀତି ବିସର୍ଜନ ପୂଜା ପରେ ଆଜି ମଙ୍ଗଳବାର ସନ୍ଧ୍ୟା ୬ ଟା ୩୦ ରୁ ଗୁମାଡେରା ସହର ରେ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା l
Share
Read More News
T & C
Privacy Policy
Contact Us
Your browser does not support JavaScript!