Download Now Banner

This browser does not support the video element.

ତଲସରା: ମନୋହରପୁର ଗ୍ରାମରେ ଘର ଭାଙ୍ଗିଲା ଦନ୍ତା, ଯୁବକ ଆହତ

Talasara, Sundargarh | Aug 24, 2025
ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ବନାଞ୍ଚଳ ଅନ୍ତର୍ଗତ ସାହାଜବାହାଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମନୋହରପୁର ଗ୍ରାମ ରେ ଗତକାଲି ବିଳମ୍ବିତ ରାତିରେ ଦନ୍ତାହାତୀ ଉପଦ୍ରବ ଦେଖାଯାଇଛି। ଦନ୍ତାହାତୀ ଗ୍ରାମର ପ୍ରଦିପ ଡୁଙ୍ଗଡୁଙ୍ଗ ଙ୍କର ଘର ଭାଙ୍ଗିବା ସମୟରେ କାନ୍ଥ ମାଡ଼ି ବସିଲା ଯାହା ଫଳରେ ପ୍ରଦିପ ସାମାନ୍ୟ ଆହତ ହୋଇଛନ୍ତି। ତାଙ୍କୁ ପ୍ରଥମେ ବଡ଼ଗାଁ ଡାକ୍ତରଖାନା ଓ ପରେ ସୁନ୍ଦରଗଡ଼ ଏନଟିପିସି ଡାକ୍ତରଖାନା ରେ ଭର୍ତ୍ତି କରାଯାଇଛି।
Read More News
T & CPrivacy PolicyContact Us