Download Now Banner

This browser does not support the video element.

ବୌଦ୍ଧ ସଦର: ଭୁବନେଶ୍ବର ମାଷ୍ଟର କ୍ୟାଣ୍ଟିନ ଅଞ୍ଚଳରୁ ବଜ୍ରକାପ୍ତା କାତି ସହ ବୌଦ୍ଧର ଜଣେ ଯୁବକକୁ ଗିରଫ କଲା ଏସଟିଏଫ

Baudh Sadar, Boudh (Bauda) | Aug 26, 2025
ମଙ୍ଗଳବାର ଦିନ ବିପୁଳ ପରିମାଣର ବଜ୍ରକାପ୍ତା କାତି ସହ ବୌଦ୍ଧ ଜିଲ୍ଲା ପୁରୁଣା କଟକ ଥାନା ଗୋଛାବାରୀ ଗ୍ରାମର ଜଣେ ଯୁବକଙ୍କୁ ଭୁବନେଶ୍ବର ମାଷ୍ଟର କ୍ୟାଣ୍ଟିନ ଅଞ୍ଚଳରୁ ଗିରଫ କରିଛି ଏସଟିଏଫ l ଯୁବକ ଜଣକ କନ୍ଧମାଳ ଜିଲ୍ଲା ଜଙ୍ଗଲରୁ ବଜ୍ରକାପ୍ତା କାତି ସଂଗ୍ରହ କରି ବ୍ୟବସାୟ କରୁଥିବା ଏସଟିଏଫ ଜାଣି ପାରିଛି l
Read More News
T & CPrivacy PolicyContact Us