This browser does not support the video element.
ସମ୍ବଲପୁର ମ୍ୟୁନିସିପାଲଟି: ହୀରାକୁଦ ଜଳଭଣ୍ଡାରର ବନ୍ୟାଜଳ ନିଷ୍କାସନ ପୂର୍ବରୁ ସମ୍ବଲପୁର ଓ ବୁର୍ଲା ସହରରେ ଲୋକଙ୍କୁ କରାଗଲା ସଚେତନ
Sambalpur M, Sambalpur | Aug 23, 2025
ସମ୍ବଲପୁର ମ୍ୟୁନିସିପାଲଟି: ହୀରାକୁଦ ଜଳଭଣ୍ଡାରର ବନ୍ୟାଜ ନିଷ୍କାସନ ପୁର୍ବରୁ ସମ୍ବଲପୁର ସହର ଠାରେ ଲୋକଙ୍କୁ କରାଗଲା ସଚେତନ l ହୀରାକୁଦ ଜଳଭଣ୍ଡାରରୁ ଆଜି ଖୋଲିବ ଗେଟ l ଏହା ପୁର୍ବରୁ ଆଜି ସକାଳ 7ଟା ରେ ସମ୍ବଲପୁର ଓ ବୁର୍ଲା ସହରର ଲୋକମାନଙ୍କୁ ସଚେତନ କରାଯାଇଛି। ଯେହେତୁ ବନ୍ୟାଜଳ ନିଷ୍କାସନ ହେବାପରେ ହୀରାକୁଦ ଜଳଭଣ୍ଡାର ତଳମୁଣ୍ଡରେ ରହୁଥିବା ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାକୁ ଥିବାବେଳେ ଏଥିପାଇଁ ଲୋକଙ୍କୁ ଆଜି ହୀରାକୁଦ ଜଳଭଣ୍ଡାର କର୍ତ୍ତୃପକ୍ଷ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ସମ୍ବଲପୁର ସହରର ମହାନଦୀ ରିଙ୍ଗ ରୋଡ଼ ସମେତ ବିଭିନ୍ନ ଅଞ୍ଚଳରେ ଏନେଇ ଆଗକୁ ସତର୍କ ସୁଚନ