This browser does not support the video element.
ନବରଙ୍ଗପୁର ପୋଲିସ ଷ୍ଟେସନ: କେଶରୀଗୁଡା ସରକାରୀ ପ୍ରାଥମିକ ବିଦ୍ୟାଳୟ କୁ ଅଚାନକ ପରିଦର୍ଶନ କଲେ ମନ୍ତ୍ରୀ ଏବଂ ବିଧାୟକ
Nabarangapur PS, Nabarangpur | Sep 3, 2025
କେଶରୀଗୁଡା ସରକାରୀ ପ୍ରାଥମିକ ବିଦ୍ୟାଳୟ କୁ ଅଚାନକ ପରିଦର୍ଶନ କଲେ ମନ୍ତ୍ରୀ ଏବଂ ବିଧାୟକ ରାଜ୍ୟ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ନବରଙ୍ଗପୁର ବିଧାୟକ ଶ୍ରୀ ଗୌରୀ ଶଙ୍କର ମାଝୀ ନବରଙ୍ଗପୁର ବ୍ଲକ ଅନ୍ତର୍ଗତ କେଶରୀଗୁଡା ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରି ଛାତ୍ର ଛାତ୍ରୀଙ୍କୁ ପାଠ ପଢା ବିଷୟରେ ଏବଂ ବିଦ୍ୟାଳୟର ସୁବିଧା ଅସୁବିଧା ବିଷୟରେ ବିଦ୍ୟାଳୟ କତୃପକ୍ଷ ଏବଂ ଗ୍ରାମବାସୀ ଙ୍କ ସହ ଆଲୋଚନା କରିଥିଲେ ।