This browser does not support the video element.
ସୋହେଲା: ବୁଡ଼ାମାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୭୧ ତମ ବନ୍ଯ ପ୍ରାଣୀ ସୁରକ୍ଷା ସପ୍ତାହ ପାଳିତ
Sohela, Bargarh (Baragarh) | Oct 8, 2025
ଆଜି ଅପରାହ୍ନ ୩ଟା ସମୟରେ ସୋହେଲା ବ୍ଲକ ଅନ୍ତର୍ଗତ ବୁଡ଼ାମାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୭୧ ତମ ବନ୍ଯ ପ୍ରାଣୀ ସୁରକ୍ଷା ସପ୍ତାହ ପାଳିତ ହୋଇ ଯାଇଛି। ସି ଆର ସି ସି କେଦାରନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବରେ ପରିବେଶବିତ ମୀନକେତନ ସାହୁ ଯୋଗଦେଇ ବନ୍ଯଜନ୍ତୁ ସଂରକ୍ଷଣ ଉପରେ ବକ୍ତବ୍ଯ ପ୍ରଦାନ କରିଥିଲେ । ପ୍ରଧାନଶିକ୍ଷକ ତୁଷାରକାନ୍ତ ସାହୁ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଲେ ବାଳମୁକୁନ୍ଦ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।