Download Now Banner

This browser does not support the video element.

ବୌଦ୍ଧ ସଦର: ସରସରା ଗ୍ରାମ ଦେବତୀଙ୍କ ପୀଠରେ ନବାନ୍ନ ଅର୍ପଣ ପରେ ବୌଦ୍ଧ ଜିଲ୍ଲାର ସର୍ବ ବୃହତ ଗ୍ରାମରେ ଗ୍ରାମବାସୀ ଖାଇଲେ ନବାନ୍ନ

Baudh Sadar, Boudh (Bauda) | Aug 28, 2025
ଗୁରୁବାର ଦିନ ବୌଦ୍ଧ ଜିଲ୍ଲାର ସର୍ବବୃହତ ଗ୍ରାମ ସରସରlର ମଧ୍ୟ ଭାଗରେ ବିରାଜିତ ମାଁ ଗ୍ରାମ ଦେବତୀଙ୍କ ପୀଠରେ ନବାନ୍ନ ଲାଗି ଅନୁଷ୍ଠିତ ହୋଇଯାଇଛି l ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ଡାହାଣ ଶଙ୍ଖଙ୍କ ମନ୍ଦିରରୁ ମାତା ପିତlବଳୀ ଓ ଡାହାଣଶଙ୍ଖ ଦେବୀ ଘଣ୍ଟ, ଶଙ୍ଖ,ଢୋଲ, ମହୁରୀ, ଛତୀ, ଛତ୍ର ସହିତ ଗ୍ରାମଦେବତୀଙ୍କ ପୀଠକୁ ବିଜେ କରିଥିଲେ l ସେଠାରେ ଆଗରୁ କ୍ଷୀରି, ପିଠା ଓ ନୂତନ ଚାଉଳରେ ନବାନ୍ନ ପ୍ରସ୍ତୁତ ହୋଇଥିଲା ଓ ଦେବୀ ମାନଙ୍କୁ ଅର୍ପଣ କରା ଯାଇଥିଲା l
Read More News
T & CPrivacy PolicyContact Us